1. Hey, could you please tell me the way to Gandhi circle? I am new to this city and unable to locate it.
(ଶୁଣ, କଣ ଆପଣ ମତେ ଗାନ୍ଧି ସର୍କଲ୍ ବାଟ କହି ପାରିବେ ? ମୁଁ ଏହି ସହରରେ ନୁଆ ଏବଂ ମୁଁ ସେହି ଜାଗାକୁ ଖୋଜି ପାରୁ ନାହିଁ. )
2. Hello, could you please guide me to this address?
(ହେଲୋ, କଣ ଆପଣ ମତେ ଏହି ଜାଗାକୁ ଯିବାର ବାଟ କହି ପାରିବେ?)
3. Hi Susmita, this is Susanta. Thank you for your invite yesterday. I wanted to know the directions for the venue. Could you explain the same to my cousin?
(ହାଏ ସୁସ୍ମିତା, ମୁଁ ସୁସାନ୍ତ କହୁଛି. ମତେ ଗତ କାଲି ନିମନ୍ତ୍ରଣ ଦେବା ପାଇଁ ଧନ୍ୟବାଦ. ମୁଁ ସେହି ସ୍ଥାନକୁ ଯିବାର ବାଟ ଜାଣିବାକୁ ଚାହୁଁଛି. କଣ ଆପଣ ମୋର ଭାଇକୁ ବୁଝେଇ ଦେବେ ?)
4. Hey, I think I have taken a wrong turn. I am near the Oberoi mall. Could you guide me to your place from here?
(ଶୁଣ, ମତେ ଲାଗୁଛି ମୁଁ ଭୁଲ୍ ମୋଡ ରେ ବୁଲି ଯାଇଛି. ମୁଁ ଓବେରଇ ମଲ୍ ପାଖରେ ଅଛି. କଣ ଆପଣ ମତେ ଏଠାରୁ ଆପଣଙ୍କ ଘରକୁ ରାସ୍ତା ବୁଝେଇ ପାରିବେ ?)
5. Hello Ajay, I am on my way to your office. Could you tell me a few landmarks as I am not well aware with the area?
(ହେଲୋ ଅଜୟ, ମୁଁ ତୁମ ଅଫିସ୍ କୁ ଯିବା ରାସ୍ତାରେ ଅଛି. କଣ ତୁମେ ମତେ କିଛି ଗୋଟେ ଲାଣ୍ଡ ମାର୍କ୍ କହି ପାରିବ, ମୁଁ ଏହି ରାସ୍ତା ଭଲ ଭାବେ ଜାଣି ନାହିଁ. )
Doubts on this article